ପିତ୍ତଳ ହତ୍ୟାକାଣ୍ଡ ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ : ଘଟଣାରେ ୩ ଅଟକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଧୀନ ପିତ୍ତଳ ଛକ ନରେନ୍ଦ୍ରପୁରରେ ଚାରି ଜଣଙ୍କର ମୃତ୍ୟୁଘଟଣାରେ ୩ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା କରୁଛି। ସାମାନ୍ୟ ଯୁକ୍ତିତର୍କରୁ ହିଁ ହତ୍ୟା କରାଯାଇଥିବାର ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ କହିଥିବାବେଳେ ଆକ୍ରମଣକାରୀଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ସେ କହିଛନ୍ତି। ଗଞ୍ଜାମ ଏସପିଙ୍କ ସୂଚନା ମୁତାବକ ଆକ୍ରମଣକାରୀମାନେ ସଡକ ଦୁର୍ଘଟଣାରୁ ଏକ ଦମ୍ପତିଙ୍କୁ ରକ୍ଷା କରିଥିଲେ। ଆଉ ଫାଷ୍ଟଫୁଡ୍ ଦୋକାନ … Continue reading ପିତ୍ତଳ ହତ୍ୟାକାଣ୍ଡ ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ : ଘଟଣାରେ ୩ ଅଟକ